ସରୁନି ଦୟା ରିଂ ରୋଡ୍‌ ସେତୁ : ବାଜି ଲାଗୁଛି ଜୀବନ

ତଥାପି ଚେତା ପଶୁନି, ଶୀଘ୍ର କାମ ସାରିବାକୁ ଦାବି ଧଉଳି: ଧଉଳି ଶାନ୍ତିସ୍ତୂପ ନିକଟ ଦୟାନଦୀରେ ନିର୍ମିତ ଅଧାପନ୍ତରିଆ ବ୍ରିଜ୍‌ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ୪ବର୍ଷ ତଳୁ ନିର୍ମାଣ ହୋଇଥିବା ଏହି ବ୍ରିଜ୍‌ର କାମ ସରୁ ନଥିବା ବେଳେ ସ୍ଥାନୀୟ ଲୋକ ଏବେ ସେହି ଅଧାଗଢ଼ା ବ୍ରିଜ୍‌ରେ ଅତି ବିପଜ୍ଜନକ ଭାବେ ଯାତ୍ରା କରୁଛନ୍ତି। ଯାତାୟାତ ପାଇଁ ଅଲଗା ରାସ୍ତା ଥିଲେ ହେଁ ଏହି ବାଟ ଦେଇ ଲକ୍ଷ୍ୟସ୍ଥଳ … Continue reading ସରୁନି ଦୟା ରିଂ ରୋଡ୍‌ ସେତୁ : ବାଜି ଲାଗୁଛି ଜୀବନ